Breaking PLUSଓଡ଼ିଶାମୁଖ୍ୟ ଖବର
ବାଇକ୍ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ଦଶପଲ୍ଲା: ବାଇକ୍ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ । ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁ ନିକଟରୁ ଲୁଟ୍ । ବ୍ଲେଡ୍ରେ ଆକ୍ରମଣ କରି ଟଙ୍କା ଲୁଟି ନେଲେ ୮ ଜଣ ଦୁର୍ବୃତ୍ତ ।ଆକ୍ରମଣ ପରେ ଦୁର୍ବୃତ୍ତ ବାଇକ୍ ପୋଡ଼ି ଫେରାର ମାରିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଇକ୍ ଆରୋହୀ ଉଦ୍ଧାର । ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି, ପୋଲିସର ତଦନ୍ତ ।