Breaking PLUSଓଡ଼ିଶାମୁଖ୍ୟ ଖବର
ଆଦର୍ଶ କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ

ଆଠଗଡ଼: ଆଦର୍ଶ କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ମୃତକ ଟିଗିରିଆ ଥାନା ପଙ୍କାଳ ଗାଁର, ୨୦୨୪ରୁ ଜେଲରେ ଥିଲେ । ହତ୍ୟା ଅଭିଯୋଗରେ ରାସ୍ତା ରୋକ କଲେ ପରିବାର ଲୋକେ । ପଙ୍କାଳ ଛକରେ ରାସ୍ତା ରୋକ, ଯାତାୟତ ବାଧାପ୍ରାପ୍ତ ।