Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିବି ଗୃହ ଅଚଳ

ଭୁବନେଶ୍ଵର: ଆଜିବି ଗୃହ ଅଚଳ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭାରେ ଦେଖାଦେଇଛି ଅଚଳାବସ୍ଥା। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ପ୍ରବଳ ହୋ ହାଲ୍ଲା ଓ ନାରାବାଜୀ କରିଥିଲେ। ଫଳରେ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହ କମିଟି ଗଠନ ଦାବି କରି ବିଧାନସଭା ପରିସରରେ କଂଗ୍ରେସ କଳା ପୋଷାକ ପିନ୍ଧି ଘଣ୍ଟ ବାଡ଼େଇ ଓ ଶାହାନାଇ ବଜାଇ ପ୍ରତିବାଦ କରିଛି।

Show More

Related Articles

Back to top button