Breaking PLUSଓଡ଼ିଶାମୁଖ୍ୟ ଖବର

ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

ବିଧାନସଭା ବଜେଟ୍‌ ଅଧିବେଶନର ଦ୍ଵିତୀୟ ଦିନରେ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ପୁଣି ମୁଲତବୀ ହୋଇଛି। ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ଚାଷୀ ମାରଣ ନୀତିକୁ ନେଇ ବିଜେଡିର ପ୍ରବଳ ହଟ୍ଟଗୋଳ ଓ ନାରାବାଜି କାରଣରୁ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ।

Show More

Related Articles

Back to top button