Breaking PLUSଓଡ଼ିଶାମୁଖ୍ୟ ଖବର

ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର- ଶୂନ୍ୟକାଳରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା । ବାଚସ୍ପତି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଗ୍ରହଣ କରିନଥିବାରୁ ହୋହାଲ୍ଲା କରିବା ସହ ପୋଡିୟମ ପାଖରେ ନାରାବାଜି କରିବାକୁ ଗୃହ ୪ଟା ଯାଏଁ ମୁଲତବୀ ରଖାଯାଇଛି। ଗୃହରେ ବିଜେଡିକୁ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ।

Show More

Related Articles

Back to top button