Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ପୁଲିସ୍ ଏଏସଆଇ ଓ ହୋମଗାର୍ଡ

ଭିଜିଲାନ୍ସ ଜାଲରେ ପୁଲିସ୍ ଏଏସଆଇ ଓ ହୋମଗାର୍ଡ। ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍ଗାର୍ଡ ପି.କେ ସୁନ୍ଦରାୟ ଭିଜିଲାନ୍ସ ଜାଲରେ ପଡିଛନ୍ତି। କେସ୍ ଡାଏରୀରୁ ନାଁ ହଟାଇବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ନିକଟରେ ଉଲ୍ଲେଖନୀୟ ସେବା ପାଇଁ ତୁଷାର ନାୟକ ଙ୍କୁ ଜିଲ୍ଲା ପୁଲିସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।