Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ

ନୂଆଦିଲ୍ଲୀ, 14 ଫେବୃଆରୀ- ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କଲା ବିଜେପି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା ହୋଇଥିବା ବେଳେ ମଧ୍ୟପ୍ରଦେଶରୁ ଡକ୍ଟର ଏଲ.ମୁରଗନ, ଶ୍ରୀ ଉମେଶ ନାଥ ମହାରାଜ, ଶ୍ରୀମତି ମାୟା ନାରୋଲିୟା, ଶ୍ରୀ ବଂଶୀଲାଲ ଗୁର୍ଜରଙ୍କ ନାମ ଘୋଷଣା କରାଯାଇଛି ।

Show More

Related Articles

Back to top button