Breaking PLUSଦେଶମୁଖ୍ୟ ଖବରରାଜନୀତି
କେଜରିୱାଲଙ୍କ ରୋଡ୍ ସୋ

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ରୋଡ୍ ସୋ । ସୋମବାର ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି କେଜରିୱାଲ । ଏହି ସମୟରେ ସେ କହିଛନ୍ତି, ଭଲ ଦିନ ଆସୁଛି, ମୋଦି ଜୀଙ୍କର ଯିବାର ସମୟ ଆସିଗଲାଣି। ଜୁନ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ଏବଂ ଆମ ଆଦମୀ ପାର୍ଟି ଏହାର ଏକ ଅଂଶ ହେବ। ଆମେ ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବୁ ବିଦ୍ୟାଳୟ ଏବଂ ଡାକ୍ତରଖାନାଗୁଡ଼ିକୁ ଆମେ ଉପଯୁକ୍ତ ସୁବିଧା ଯୋଗାଇଦେବୁ ।