ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ହେଲେ ଅନୱର ଇବ୍ରାହିମ

ଅନୱର ଇବ୍ରାହିମ ହେଲେ ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ । ଦେଶର ନଅ ରାଜ୍ୟର ରାଜାମାନଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ପରେ ଇବ୍ରାହିମଙ୍କ ନିଯୁକ୍ତି ସ୍ଥିର ହୋଇଥିଲା। ତେବେ ମାଲେସିଆର ସୁଲତାନ ଅବଦୁଲ୍ଲା ଅହମ୍ମଦ ଶାହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ସେ ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଇବ୍ରାହିମଙ୍କ ନିଯୁକ୍ତି ପରେ ମାଲେସିଆରେ ସୃଷ୍ଟି ହୋଇଥିବା ରାଜନୈତିକ ଅନିଶ୍ଚିତତା ଶେଷ ହୋଇଛି।

Show More

Related Articles

Back to top button