Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡି ଛାଡିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର, 30 ମାର୍ଚ୍ଚ – ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଓଲିଉଡ୍‌‌ ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଶନିବାର ଅନୁଭବ ମହାନ୍ତି ଇସ୍ତଫାପତ୍ର ପଠାଇଛନ୍ତି। ଅନୁଭବ କେନ୍ଦ୍ରାପଡାରୁ ସାଂସଦ ଥିଲେ।

Show More

Related Articles

Back to top button