Breaking PLUSଓଡ଼ିଶାମୁଖ୍ୟ ଖବର

ସୁନ୍ଦରଗଡରେ ଆହତ ହାତୀର ମୃତ୍ୟୁ

ସୁନ୍ଦରଗଡ ଉଜ୍ବଳପୁର ଫରେଷ୍ଟ ରେଞ୍ଜ କରୁଆବାହାଲ ଗାଁରେ ଆହତ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ହାତୀଟି ବୋମାମାଡରେ ଆହତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ଆଧାରରେ ବନ ବିଭାଗ ଡ୍ରୋନ୍ ସାହାର୍ଯ୍ୟରେ ଅନୁଧ୍ୟାନ କରୁଥିଲା। ତେବେ ହାତୀଟିର କ୍ଷତି ଚିହ୍ନ ଚିହ୍ନଟ ହେବା ପୂର୍ବରୁ ଦନ୍ତା ହାତୀଟି ଟଳି ପଡିଥିଲା। ହାତୀର ବେକ ଦୁଇ ପଟେ କଟା ଦାଗ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ହାତୀଟିର ବେକ କାଟିବା ପାଇଁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁନ୍ଦରଗଡ ଡିଏଫଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Show More

Related Articles

Back to top button