Breaking PLUSଓଡ଼ିଶାମୁଖ୍ୟ ଖବର
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍

ଅନୁଗୁଳ: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍ । ଅଭିଯୁକ୍ତ ବିଶୁ ଗୋଛାୟତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ । କିଭଳି ଯୁବତୀଙ୍କୁ ହତ୍ୟା କରିଥିଲା ଡେମୋ ଦେଖାଇଲା ବିଶୁ । ଲୋକଙ୍କ ଆକ୍ରୋଶକୁ ଦେଖି କଡ଼ା ସୁରକ୍ଷାରେ ସିନ୍ ରିକ୍ରିଏସନ୍ । ଗତକାଲି ମହାରାଷ୍ଟ୍ର ରାୟଗଡ଼ରୁ ଧରାପଡ଼ିଥିଲା ଅଭିଯୁକ୍ତ । ୩ ସପ୍ତାହ ଫେରାର ପରେ ଧରିଥିଲା ଅନୁଗୁଳ ପୋଲିସ ।