ଦୁର୍ଘଟଣାଦେଶ

ପୁଣି ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପରେ ଭୟଙ୍କର ହିମ ସ୍ଖଳନ

ପୁଣି ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପରେ ଭୟଙ୍କର ହିମ ସ୍ଖଳନ । ଏପର୍ଯ୍ୟନ୍ତ ମୃତାହତ ବାବଦରେ କୌଣସି ସୂଚନା ମିଳିନାହିଁ । ତେବେ ଗତ ସପ୍ତାହରେ ହୋଇଥିବା ହିମ ସ୍ଖଳନରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ସେପ୍ଟେମ୍ବର ୨୮ରେ ମାନସଲୁରେ ଏକ ବଡ଼ ଧରଣର ହିମ ସ୍ଖଳନରେ ଦୁଇ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଆମେରିକୀୟ ପର୍ବତାରୋହୀ ହିଲାରୀ ନେଲସନଙ୍କର ମୃତ୍ୟୁ ହୋଇଥିଲା। କ୍ୟାମ୍ପ ୪ ର ଠିକ ତଳେ ହିମ ସ୍ଖଳନ ଘଟି ରାସ୍ତା ବନ୍ଦ ହୋଇ ଯାଇଥିଲା।

Show More

Related Articles

Back to top button