Breaking PLUSଆଇନ କାନୁନଦୁର୍ଘଟଣା

କାଠଯୋଡ଼ିରେ ଭାସୁଛି ଅଜଣା ମୃତଦେହ

କଟକ: କାଠଯୋଡି ନଦୀରେ ଭାସୁଛି ଏକ ଅଜଣା ମୃତଦେହ । ଖାନ ନଗର ନିକଟରେ ଥିବା ମଞ୍ଜୁଲତା ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କେଉଁ ଠାର ବୋଲି ଏ ପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ । ସେପଟେ ବ୍ୟକ୍ତି ଜଣଙ୍କୁ କିଏ ହତ୍ୟା କରିଛି ନା ନିଜେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ପୋଲିସର ଛାନଭିନ୍ ଜାରି ରଖିଛି ।

Show More

Related Articles

Back to top button