Breaking PLUSଓଡ଼ିଶାମୁଖ୍ୟ ଖବର
ଓଲଟିଲା ପରିବା ବୋଝେଇ ଟ୍ରକ୍

କାମାକ୍ଷାନଗର: ପଡ଼ିବ ବୋଝେଇ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡକୁ ଓଲଟି ପଡିଛି |ଦୁର୍ଘଟଣାଟି ପରିବା ନେଇ କଟକରୁ ଆସୁଥିବା ବେଳେ ବିଜାଡ଼ିହି ନିକଟରେ ଘଟିଛି | ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର |