Breaking PLUSଓଡ଼ିଶାମୁଖ୍ୟ ଖବର

ହୁତୁ ହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ

ଧର୍ମଶାଳା ବ୍ଲକ ପରିସରରେ ସୋମବାର ଅପରାହ୍‌ଣରେ ଏକ ୧୦୮ ଆମ୍ବୁଲାନ୍ସ ହୁତୁହୁତୁ ହୋଇ ଜଳିଯାଇଛି। ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ଆଖି ଆଗରେ ୨ମାସ ପୂର୍ବରୁ ଏଠାରୁ ଆସିଥିବା ଗାଡ଼ି ଜଳି ଯାଉଥିଲେ ମଧ୍ୟ ଏହାକୁ ନିଆଁରୁ ମୁକ୍ତ କରାଯାଇ ପାରି ନାହିଁ। ଗାଡ଼ିଟି ଅଳ୍ପ ସମୟ ମଧ୍ୟରେ ଜଳି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି।

Show More

Related Articles

Back to top button