Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଖାଇକୁ ଖସି ଅମରନାଥ ଯାତ୍ରୀଙ୍କ ମୃତ୍ୟୁ
ଅମରନାଥ ଯାତ୍ରା ସାରି ଫେରୁଥିବା ବେଳେ ଅଘଟଣ

() ଶ୍ରୀନଗର: ଖାଇକୁ ଖସିଲେ ଅମରନାଥ ଯାତ୍ରାରୁ ଫେରୁଥିବା ଭକ୍ତ । ତିନି ଶହ ଫୁଟ ତଳ ଖାଇକୁ ଖସିପଡି ବିହାରର ଅମରନାଥ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ପବିତ୍ର ଅମରନାଥ ଗୁମ୍ଫାରୁ ବିହାରର ଶ୍ରଦ୍ଧାଳୁ ଜଣକ ଫେରୁଥିଲେ । ତେବେ କାଳୀମାତା ନିକଟରେ ଖସିପଡି 3ଶହ ଫୁଟ ତଳେ ଥିବା ଖାଇରେ ପଡିଯାଇଥିଲେ । ମୃତକ ହେଲେ ବିହାରର ରୋହତାସ ଜିଲ୍ଲାର ତୁମ୍ବା ଗାଁର ବିଜୟ କୁମାର ଶାହ । ଏହି ସମୟରେ ଜଣେ ମହିଳା ଭକ୍ତ ମଧ୍ୟ ଆହତ ହୋଇଛନ୍ତି ।…