Breaking PLUSଦେଶ ବିଦେଶମୁଖ୍ୟ ଖବର

ସ୍ୱାଭାବିକ ହେଲା ବିମାନ ସେବା

ଅପରେସନ ସିନ୍ଦୂର’ ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣିଥରେ ଖୋଲାଯାଇଛି। ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଥିବା ୩୨ଟି ବିମାନବନ୍ଦର ଖୋଲିବା ପାଇଁ ଏୟ‌ାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ(ଏଏଆଇ) ବିମାନ କମ୍ପାନିକୁ ନୋଟିସ୍  ଜାରି କରିଛି

Show More

Related Articles

Back to top button