ଦେଶ ବିଦେଶସ୍ୱତନ୍ତ୍ର

ୟୁକ୍ରେନ ପରେ ସିରିଆ ଉପରେ ଋଷର ଆକ୍ରମଣ

ୟୁକ୍ରେନ ଏବଂ ଋଷ ଭିତରେ ଦୀର୍ଘଦିନର ଯୁଦ୍ଧ ଥମିବାର ନାଁ ନେଉନଥିବାବେଳେ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିବା ଆରମ୍ଭ କରିଛି ଋଷ । ଫଳରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି ।

ଋଷର ଯୁଦ୍ଧ ବିମାନ ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ- ନୁସୁରା ଫ୍ରଣ୍ଟ ଠିକଣା ଉପରେ ଆକ୍ରମଣ କରିଛି ।ଏହାପଳରେ ଏବେ ନୁସୁରା ଫ୍ରଣ୍ଟର ବିଭିନ୍ନ ଆଡ୍ଡାସ୍ଥଳୀ ଧ୍ୱଂଶ ହୋଇଯାଇଛି ।

 ଋଷ ସୈନ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଋଷର ଯୁଦ୍ଧ ବିମାନ ଇଦଲିବ୍ ଅଞ୍ଚଳରେ ଏକ ନୁସୁରା ଫ୍ରଣ୍ଟର ଟ୍ରେନିଂ କ୍ୟାମ୍ପରେ ଆକ୍ରମଣ କରିଛି । ଏଥିରେ ଋଷର ୧୪ ଟି ଯୁଦ୍ଧ ବିମାନ ଓ ମିସାଇଲ ବ୍ୟବହାର କରିଛି ।

 

Show More

Related Articles

Back to top button