ଦେଶବ୍ୟକ୍ତିତ୍ୱ
ଆରପାରିରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ

ଆଉ ନାହାଁନ୍ତି ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କର । ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କର ପରଲୋକ । ମୃତ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲାବୋଳେ କିଛିଦିନ ହେବ ସେ ଅସୁସ୍ଥତା ଅନୁଭବ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦ ଦିନ ହେଲା ଅସୁସ୍ଥତା ହେତୁ ଜୟପୁରର ସୱାଇ ମାନସିଂହ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ମେଡିକାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।
ହିନ୍ଦୁତ୍ୱ ଏବଂ ହିନ୍ଦୁସ୍ତାନର ସମୃଦ୍ଧତା ପାଇଁ ଉତ୍ସର୍ଗୀକୃତ ଥିଲା। ଗୋସୁରକ୍ଷା ଆନ୍ଦୋଳନ, ଶ୍ରୀରାମ ଆଚାର୍ଯ୍ୟଙ୍କ ସମଗ୍ର ଜୀବନ । ଜନ୍ମଭୂମୀ ମୁକ୍ତି ଆନ୍ଦୋଳନ ଆଦିରେ ତାଙ୍କର ପ୍ରମୂଖ ଭୂମିକା ରହିଥିଲା।