ଓଡ଼ିଶାଦୁର୍ଘଟଣାପାଣିପାଗ

ଦଶହରାରେ ଅଘଟଣ,ବଜ୍ରପାତରେ ୩ଜଣଙ୍କ ପ୍ରାଣହାନୀ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ଝଡବର୍ଷା । ବଜ୍ରପାତ ଯୋଗୁଁ ଆଜି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ପ୍ରାଣହାନୀ ଘଟିଛି । ମୃତ୍ୟୁବରଣ କରିଥିବା ଲୋକଙ୍କର ପରିବାରରେ ଦୁର୍ଗାପୂଜାରେ ଶୋକର ଲହରୀ ଛାଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗ୍ରାମରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଅନ୍ତର୍ଗତ କଳଖୁଣ୍ଟା ଗ୍ରାମରେ ଜଣେ ଯୁବକ ମଧ୍ୟ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି ।

 

Show More

Related Articles

Back to top button