Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାର ମଧ୍ୟ ପେନସିଲଭେନିଆ ନିକଟରେ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ

ୱେଷ୍ଟ କେଲନ, ୨ ଫେବୃଆରୀ – ଆମେରିକାର ମଧ୍ୟ ପେନସିଲଭେନିଆ ନିକଟ ୱେଷ୍ଟ କେଲନରେ ଗୁରୁବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଛି । ଦ୍ୱିପ୍ରହର ସାଢେ ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ୱେଷ୍ଟ କେଲନ ଟାଉନସିପ ପୋଲିସ ପକ୍ଷରୁ କୁହାଯାଇଛି ଯେ, ପାଇଲଟ ସ୍ୟାମ ଗାନୋଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button