Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ୫ ଜଣ ସାଇବର ଠକଙ୍କୁ ଧରିଲା ହାଇଦ୍ରାବାଦ ପୁଲିସ୍

ରାଜଧାନୀରେ ସାଇବର ଠକ । ଭୁବନେଶ୍ୱରରୁ ୫ ଜଣ ସାଇବର ଠକକୁ ଗିରଫ କରିଛି ପୋଲିସ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ସାଇବର ପୋଲିସ ୫ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।

ରାଜଧାନୀରେ ସାଇବର ଠକ । ଭୁବନେଶ୍ୱରରୁ ୫ ଜଣ ସାଇବର ଠକକୁ ଗିରଫ କରିଛି ପୋଲିସ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ସାଇବର ପୋଲିସ ୫ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁସାରେ, ଗିରଫ ଅଭିଯୁକ୍ତ ମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମରେ ସମ୍ପୃକ୍ତ । ଆଜି ହାଇଦ୍ରାବାଦ ପୋଲିସକୁ ଅଭିଯୁକ୍ତମାନଙ୍କୁ ହସ୍ତାନ୍ତର କରିବ କମିଶନରେଟ୍ ପୋଲିସ ।

Show More

Related Articles

Back to top button