Breaking PLUSଓଡ଼ିଶାମୁଖ୍ୟ ଖବର
ମାଓବାଦୀଙ୍କ ବିରାଟ ଟନେଲ ଠାବ

ମାଲକାନଗିରି:ମାଓବାଦୀଙ୍କ ଦ୍ବାରା ବନାଯାଇଥିବା ବଡ ଟନେଲକୁ ଠାବ କରିଛନ୍ତି ଯବାନ |ଟନେଲଟି ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଠାବ କରାଯାଇଛି |୧୨ ମାଓବାଦୀଙ୍କ ମୃତ ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା,ସେହି ସମୟରେ ଟନେଲଟି ଠାବ କରାଯାଇଛି | ଏହି ଟନେଲଟି ଘଞ୍ଚ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି ବୋଲି ସୂଚନା ଦେଲେ ଯବାନ | ଅପରେସନ ବେଳେ ମାଓବାଦୀ ମାନେ ଏଠି ଲୁଚି ରହୁଥିବାର ସୂଚନା ମିଳିଛି ।