Breaking PLUSଦେଶମୁଖ୍ୟ ଖବର

ଲକ୍ଷ୍ନୌରେ ରାଜ୍ୟ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସ୍ୱାଗତ

ଲକ୍ଷ୍ନୌ, 14 ଫେବୃଆରୀ- ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ଲୋକସଭା ନିର୍ବାଚନ ପ୍ରଦେଶ ପ୍ରଭାରୀ ବୈଜୟନ୍ତ ପଣ୍ଡା ବୁଧବାର ଲକ୍ଷ୍ନୌରେ ପହଞ୍ଚିଛନ୍ତି । ଚୌଧୁରୀ ଚରଣ ସିଂ ଏୟାରପୋର୍ଟରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୁରୀ ତଥା ପ୍ରଦେଶ ମହାମନ୍ତ୍ରୀ ଧର୍ମପାଳ ସିଂହ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ମହାପୌର ସୁଷମା ଖରକୱାଲଙ୍କ ସହିତ ପାର୍ଟିର ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ । ଏହାପରେ ବୈଜୟନ୍ତ ପଣ୍ଡା ବିଜେପି ମୁଖ୍ୟାଳୟ ଯାଇଥିଲେ ।

Show More

Related Articles

Back to top button