Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ହିଣ୍ଡନ ଏୟାରବେସରେ ପାଳନ ହେବ ବାୟୁସେନା ଦିବସ

ଆସନ୍ତା ଅକ୍ଟୋବର ୮ରେ ଭାରତୀୟ ବାୟୁସେନା (ଆଇଏଏଫ) ଦିବସ। ଚଳିତବର୍ଷ ନୂଆଦିଲ୍ଲୀ-ଏସିଆରସ୍ଥିତ ହିଣ୍ଡନ ଏୟାରବେସ ବା ବିମାନଘାଟିରେ ବାୟୁସେନା ଦିବସ ପାଳନ ହେବ। ଚଳିତଥର ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବାୟୁସେନା ପକ୍ଷରୁ ବଡ଼ ଧରଣର ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ୨୦୨୨ ମସିହାରେ ହିଣ୍ଡନ ଏୟାରବେସରେ ବାୟୁସେନା ଦିବସ ପାଳନ କରାଯାଇଥିଲା।

Show More

Related Articles

Back to top button