Breaking PLUSଓଡ଼ିଶାମୁଖ୍ୟ ଖବର
ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍ ରଥକାଠ

ପୁରୀ: ରଥଖଳାରେ ପହଞ୍ଚିଲା ଗୋଟିଏ ଟ୍ରିପ୍ ରଥକାଠ । ୪୦ ଫୁଟିଆ ୧୦ ଖଣ୍ଡ ଧଉରା ଓ ୨୨ ଖଣ୍ଡ ଅସନ କାଠ ପହଞ୍ଚିଲା । ବୌଦ୍ଧ କଣ୍ଟାମାଳରୁ ଆସି ପହଞ୍ଚିଲା ରଥକାଠ ।