Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ୱିନ ସିଟିକୁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ୱର-ଟ୍ୱିନ ସିଟିକୁ କାଳବୈଶାଖୀ ଆଲର୍ଟ । ଆଗାମୀ ୨ ଘଣ୍ଟା ପାଇଁ କେନ୍ଦ୍ରାପଡା, ଜଗତସିଂହପୁର , ଯାଜପୁର , ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି।  ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ନେଇ ଚେତାବନୀ ଜାରି ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button