Breaking PLUSଓଡ଼ିଶାମୁଖ୍ୟ ଖବର
ଗୁଳିକରି ଲୁଟ୍ ମାମଲା; ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସୋର: ଗୁଳିକରି ଲୁଟ୍ ମାମଲା; ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଭଦ୍ରକରୁ ଅଭିଯୁକ୍ତ ବାତିପାଣିକୁ ଗିରଫ କଲା ପୋଲିସ । ୨ଟି ବନ୍ଧୁକ, ୨୦ଟି ଅଫୁଟା ଗୁଳି ସହ ସୁନା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ରହିଛି ୧୯ଟି ମାମଲା । ପୂର୍ବରୁ ଏନ୍କାଉଣ୍ଟର୍ର ଶିକାର ବି ହୋଇଥିଲା ବାତିପାଣି । ସୋର ଥାନା ଦୟାନିଧିପୁର ଗାଁରେ ଲୁଟ୍ ଘଟଣାରେ ସମ୍ପୃକ୍ତ ।