Breaking PLUSଓଡ଼ିଶାମୁଖ୍ୟ ଖବର
IAS ସୁଧାକର ବୁର୍ଗୀ OSSC ଅଧ୍ୟକ୍ଷ

ଭୁବନେଶ୍ୱର- ଅଭୟଙ୍କ ସ୍ଥାନରେ IAS ସୁଧାକର ବୁର୍ଗୀ OSSC ଅଧ୍ୟକ୍ଷ । OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗୃହୀତ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ବୁର୍ଗୀ । ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗୀ ।