Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ

ଏକାମ୍ର କ୍ଷେତ୍ରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ। ପୂର୍ବରୁ ଫଟୋ ଉଠାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବାବେଳେ ସୋମବାର ଅପରାହ୍ଣରେ ପ୍ରଭୁଙ୍କ ମନ୍ଦିର ଉପରେ ଡ୍ରୋନ୍‌ ଉଡୁଥିବା ଦେଖାଯାଇଥିଲା। ଦେଶରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଉପରେ କିଏ ଡ୍ରୋନ୍ ଉଡ଼ାଇଲା, ଏହା ପଛରେ କାହାର ହାତ ରହିଛି ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button