Breaking PLUSଓଡ଼ିଶାମୁଖ୍ୟ ଖବର

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍

ଅନୁଗୁଳ: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍ । ଅଭିଯୁକ୍ତ ବିଶୁ ଗୋଛାୟତକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍  । କିଭଳି ଯୁବତୀଙ୍କୁ ହତ୍ୟା କରିଥିଲା ଡେମୋ ଦେଖାଇଲା ବିଶୁ  । ଲୋକଙ୍କ ଆକ୍ରୋଶକୁ ଦେଖି କଡ଼ା ସୁରକ୍ଷାରେ ସିନ୍ ରିକ୍ରିଏସନ୍  । ଗତକାଲି ମହାରାଷ୍ଟ୍ର ରାୟଗଡ଼ରୁ ଧରାପଡ଼ିଥିଲା ଅଭିଯୁକ୍ତ  । ୩ ସପ୍ତାହ ଫେରାର ପରେ ଧରିଥିଲା ଅନୁଗୁଳ ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button