Breaking PLUSଦେଶମୁଖ୍ୟ ଖବର

ତପସ୍ବିନୀ ଏକ୍ସପ୍ରେସ୍ ଉପରକୁ ପଥରମାଡ଼

ଝାରସୁଗୁଡ଼ା: ଆଜି ସକାଳେ ତପସ୍ବିନୀ ଏକ୍ସପ୍ରେସ୍ ଉପରକୁ ପଥରମାଡ଼ ହୋଇଥିବାରୁ ଖବର ମିଳିଛି। ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ କେହି ଦୁର୍ବୃତ୍ତ ତପସ୍ବିନୀ ଏକ୍ସପ୍ରେସର ଏସି ବଗି ବି-୭ ଉପରକୁ ପଥରମାଡ଼ କରିଛି। ଏହାଫଳରେ ବଗିର କାଚ ଭାଙ୍ଗିଯାଇଛି। ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି।

ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ କେହି ଦୁର୍ବୃତ୍ତ ତପସ୍ବିନୀ ଏକ୍ସପ୍ରେସର ଏସି ବଗି ବି-୭ ଉପରକୁ ପଥରମାଡ଼ କରିଛି। ଏହାଫଳରେ ବଗିର କାଚ ଭାଙ୍ଗିଯାଇଛି। ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାଯାଇଛି। ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଚାଲିଛି। ତେବେ ଏଭଳି କାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି। ଏନେଇ ଝାରସୁଗୁଡ଼ା ଆରପିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button