Breaking PLUSଓଡ଼ିଶାମୁଖ୍ୟ ଖବର
ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା

ପୁରୀ: ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା । ବାସେଳିସାହି ମଶାଣିଚଣ୍ଡୀ ସାହିରେ ହତ୍ୟାକାଣ୍ଡ ଘଟିଛି । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା । ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ । ବାସେଳିସାହି ପୋଲିସର ତଦନ୍ତ ।