Breaking PLUSଦେଶମୁଖ୍ୟ ଖବର

ଭୁଜ୍‌ ଏୟାର ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଗୁଜରାଟ ଭୁଜ୍‌ ଏୟାର ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଏୟାରବେସ୍‌ରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିବେ ରାଜନାଥ ସିଂ  । ଭୁଜ୍‌ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ  । ଭୁଜ୍‌ ଏୟାର ବେସ୍‌କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ  ।ଡ୍ରୋନ୍‌ ଦ୍ବାରା ଭୁଜ୍‌ ଏୟାର ବେସ୍‌ ନଷ୍ଟ କରିଥିବା କହିଥିଲା ପାକ୍‌ ।

ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ କରିବେ ଆଲୋଚନା । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button