Breaking PLUSଦେଶମୁଖ୍ୟ ଖବର

ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କବାଦୀ ସଫା

ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସେନାକୁ ବଡ଼ ସଫଳତା ମିଳିଛି। ଗୁଳିବିନିମୟ ସମୟରେ ଭାରତୀୟ ଯବାନମାନେ ଲଶ୍କର-ଏ-ତଇବା ସଂଗଠନତ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି। ସୋପିଆନର ଜମ୍ପାଥରି ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଛି।

Show More

Related Articles

Back to top button