Breaking PLUSଓଡ଼ିଶାମୁଖ୍ୟ ଖବର

କମିଲା ସୁନା ମୂଲ୍ୟ

ସୋମବାର ଅର୍ଥାତ୍‌ ମେ’ ୧୨ ତାରିଖରେ କମିଛି ସୁନା ଦର। ଗତ କିଛି ଦିନ ହେବ ସୁନା ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୬,୮୮୦ ଟଙ୍କା ରହିଛି । ଗତକାଲି ଏହା ୯୮,୬୮୦ ଥିଲା । ଏଥିରେ ୧୮୦୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୮,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୫୦ ଟଙ୍କା ଥିଲା । ଏଥିରେ ୧୬୫୦ ଟଙ୍କା ହ୍ରାସ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button