Breaking PLUSଓଡ଼ିଶାମୁଖ୍ୟ ଖବର
ଜଗତସିଂହପୁରରେ ନକଲି କ୍ଷୀର ଗୋଦାମରେ ରେଡ୍

ଜଗତସିଂହପୁରରେ ନକଲି କ୍ଷୀର ଗୋଦାମରେ ରେଡ୍ ହୋଇଛି । ତରାସାହିର ବାଲିସାହିରେ ନକଲି କ୍ଷୀର ନେଇ ଚଢ଼ାଉ । ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ଜବତ ।ଅପମିଶ୍ରିତ କ୍ଷୀର ଓମ୍ଫେଡ୍କୁ ହେଉଥିଲା ସପ୍ଲାଏ । ଦୀର୍ଘଦିନ ଧରି ଚାଲିଥିଲା ଅପମିଶ୍ରିତ କ୍ଷୀର କାରବାର । ଚାଷୀଙ୍କଠାରୁ କ୍ଷୀର ନେଇ କରାଯାଉଥିଲା ଅପମିଶ୍ରଣ । ଜଗତସିଂହପୁର ଜିଲ୍ଲା ପ୍ରଶାସନର ୫ ଜଣିଆ ଟିମ୍ର ରେଡ୍ ।