Breaking PLUSଦେଶ ବିଦେଶମୁଖ୍ୟ ଖବର

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଫେଡେରାଲ ନିର୍ବାଚନରେ ବିଜୟୀ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଫେଡେରାଲ ନିର୍ବାଚନରେ ଅଧିକ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଛନ୍ତି। ୧୫୦ ଆସନ ବିଶିଷ୍ଟ ପ୍ରତିନିଧି ସଭାରେ ଲେବର ପାର୍ଟି ଅତି କମରେ ୮୪ଟି ଆସନ ହାସଲ କରିଛି। ଲିବରାଲ-ନ୍ୟାସନାଲ ପାର୍ଟି ପାଖାପାଖି ୩୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଭୋଟ ଗଣତି ବାକି ରହିଛି। ୨୧ ବର୍ଷ ମଧ୍ୟରେ ଆଲବାନିସ୍ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଭାବେ କୌଣସି ରାଜନୈତିକ ଦଳରୁ କ୍ରମାଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button