Breaking PLUSଓଡ଼ିଶାମୁଖ୍ୟ ଖବର

୧୭ ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ

ବ୍ରହ୍ମପୁର: ୧୭ ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ ହୋଇଛି । ସ୍ପେଶାଲ ଡ୍ରାଇଭ୍‌ରେ ଗଞ୍ଜାମ ପୋଲିସକୁ ସଫଳତା ମିଳିଛି । ଆସିକା, ଶେରଗଡ଼, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରୁ ଜବତ ହୋଇଛି । ୧୬ ମୋବାଇଲ, ୪ଟି ଖୋକା ସହ ୧୮ ଜଣଙ୍କୁ ଧରିଲା ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button