Breaking PLUSଓଡ଼ିଶାମୁଖ୍ୟ ଖବର
ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା

ଦୀଘା ବିବାଦ ପ୍ରସଙ୍ଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା । ସିଂହଦ୍ୱାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା । ମହାପ୍ରଭୁଙ୍କ ଦାରୁ କିଭଳି ଓ କିଏ ନେଲା ସେନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।