Breaking PLUSଓଡ଼ିଶାମୁଖ୍ୟ ଖବର

ୱାକଫ ଶୁଣାଣି- କେନ୍ଦ୍ରକୁ 7ଦିନ ମହଲତ

ଓ୍ବାକଫ୍‌ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ସାତ ଦିନ ସମୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ସ୍ଥିତାବସ୍ଥା ବଜାୟ ରହିବ। ମେ’ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Show More

Related Articles

Back to top button