Breaking PLUSଓଡ଼ିଶାମୁଖ୍ୟ ଖବର

108 ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଓଲଟିଲା ୧୦୮ ଆମ୍ବୁଲାନ୍ସ । କପ୍ତିପଦା ଥାନା ସୋନପୋଲ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ  ପୋଲ ନିକଟରେ ଝୁଲି ରହିଛି। ରୋଗୀ ଛାଡି ଫେରୁଥିବାବେଳେ ପୋଲ ନିକଟରେ ଦୁର୍ଘଟଣାଗ୍ରସ୍ତ ଘଟି ଆମ୍ବୁଲାନ୍ସ ଝୁଲି ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି ।

Show More

Related Articles

Back to top button