Breaking PLUSଓଡ଼ିଶାମୁଖ୍ୟ ଖବର
ଗୃହରେ ପ୍ରବଳ ହଟ୍ଟଗୋଳ, 12ଟା ଯାଏ ମୁଲତବୀ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁଁ ଗୃହ ଚାଲିପାରିଲାନାହିଁ। ଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିବା ନେଇ ଘୋଷଣା କରିଛନ୍ତି। ଆଜି ବିଧାନସଭା ଆରମ୍ଭହେବା ପରେ ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା। ଗୃହରେ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ।