Breaking PLUSଓଡ଼ିଶାମୁଖ୍ୟ ଖବର

୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର -୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକଙ୍କ ଜୀବନ ଯାଇଛି । ଗତ ୧୦ ବର୍ଷରେ ମୋଟ୍‌ ୮୮୮ଟି ହାତୀ ମୃତ୍ୟୁବରଣ କରିଛନ୍ତି  । ଶିକାରରେ ୩୩, ଯୋଜନାବଦ୍ଧ ଭାବେ ୧୬, ରୋଗରେ ୩୦୬ ହାତୀ ମୃତ । ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ ରେଳ ଦୁର୍ଘଟଣାରେ ୩୭ ହାତୀ ମୃତ । ବିଧାନସଭାରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Back to top button