Breaking PLUSଦେଶମୁଖ୍ୟ ଖବର

କୁମ୍ଭମେଳା ପାଇଁ ପ୍ରୟାଗରାଜ ଗଲେ ଓଡ଼ିଶାର ତିନି ମନ୍ତ୍ରୀ

ଭୁବନେଶ୍ୱର- ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଛନ୍ତି ଓଡ଼ିଶାର ୩ ମନ୍ତ୍ରୀ ଓ ପରିବାରବର୍ଗ। ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସଙ୍ଗମରେ ବୁଡ ପକାଇବା ପାଇଁ ବାହାରିଛନ୍ତି I ତାଙ୍କ ସହ ସାଥିରେ ଅଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ପରିବାର ବର୍ଗ I

Show More

Related Articles

Back to top button