Breaking PLUSଦେଶମୁଖ୍ୟ ଖବର

କର୍କଟ ଏବଂ ଗୁରୁତର ଦୂରାରୋଗ୍ୟ ରକ୍ଷାକାରୀ ଔଷଧ ଶସ୍ତା

ନୂଆଦିଲ୍ଲୀ- କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ଦୂରାରୋଗ୍ୟ ରୋଗ ପାଇଁ ଦରକାର ପଡ଼ୁଥିବା ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ। ଏହି ଔଷଧଗୁନିକ ଉପରୁ ସରକାର ସମ୍ପୂର୍ଣ୍ଣ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ। ସେହିପରି ଅନ୍ୟ କିଛି ଔଷଧ ଉପରୁ ଆଂଶିକ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

Show More

Related Articles

Back to top button