Breaking PLUSଓଡ଼ିଶାମୁଖ୍ୟ ଖବର

କମିଲା ଶୀତ, କଲବଲ କରୁଛି କୁହୁଡି

ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି  କୁହୁଡି। ଆଜି ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଏପରିକି ୧୦ରୁ ୨୦ ମିଟର ଦୂରରୁ ବି କିଛି ଦେଖାଯାଉନଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ  ଆସନ୍ତା, ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବା ସମ୍ଭାବନା ରହିଛି।

Show More

Related Articles

Back to top button