Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତା ତଳକୁ ଖସିଲା ବସ,୪ ଆହତ

ନବରଙ୍ଗପୁର : ରାସ୍ତା ତଳକୁ ବସ ଖସି ୪ ଜଣ ଆହତ ହୋଇଛନ୍ତି |ଟ୍ରକ ସହ ଧକ୍କା ପରେ ରାସ୍ତା ତଳକୁ ଖସି ପଡିଲା ବସ |ଘଟଣା ଟି ପାପଡାହାଣ୍ଡି ଥାନା ଦୁଲପୁର ଛକ ନିକଟରେ ଘଟିଥିବାର ଜଣାପଡିଛି |ଏହି ଦୁର୍ଘଟଣା ରେ ୪ ଜଣ ଆହତ ହୋଇଛନ୍ତି ,ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି |ସୂଚନା ଅନୁଯାଇ ବସ ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସମ୍ବଲପୁରରୁ ଦମନଯୋଡି ଯାଉଥିଲା |

Show More

Related Articles

Back to top button