Breaking PLUSଓଡ଼ିଶାମୁଖ୍ୟ ଖବର
ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ: ମଏଁଶାକୁଦ ନିକଟ ଚିଲିକାରେ ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟିରୁ ୩୦ ମିନିଟରୁ ଅଧିକ ହେବ ଫସି ରହିଛି । ୧୦ ବାଇକ ସହ ୨୫ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି । ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଯାତ୍ରୀବାହୀ ଡଙ୍ଗା ।